ଆକାଶବାଣୀ କଟକର ବିବିଧ ଭାରତୀ କେନ୍ଦ୍ର (VBS କଟକ) ୧୦୦.୪ ମେଗାହର୍ଜ ଏଫଏମରେ ପ୍ରସାରିତ ହେଉଛି। ଚଳଚ୍ଚିତ୍ର ସଙ୍ଗୀତ, ପୁରୁଣା ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଓଡ଼ିଆ ଭାଷାର ସ୍ଥାନୀୟ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯାଏ।